୫୦ ବର୍ଷରୁ ଅଧିକ ବୟସର ପୋଲିସକର୍ମୀଙ୍କୁ ବାଧ୍ୟତାମୂଳକ ଅବସର

ଲକ୍ଷ୍ନୌ,୧୨ ।୯: ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଡିଜିପି ହେଡକ୍ୱାର୍ଟରେ ଏଭଳି କୁଖ୍ୟାତ ପୋଲିସର ତାଲିକା ପଠାଇବାକୁ ସମସ୍ତ ପୋଲିସ ୟୁନିଟ୍, ଆଇଜି ରେଞ୍ଜ ଓ ଏଡିଜିଙ୍କୁ ଚିଠି ଲେଖିଛନ୍ତି । ୩୧ ମାର୍ଚ୍ଚ ୨୦୨୦କୁ ୫୦ ବର୍ଷ ବୟସ ହୋଇସାରିଥିବା ପୋଲିସ କର୍ମଚାରୀଙ୍କ ସ୍କ୍ରିିନିଂ ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । କନେଷ୍ଟବଳଠାରୁ ଆରମ୍ଭ କରି ଇନ୍ସପେକ୍ଟର ପର୍ଯ୍ୟନ୍ତ, ପୋଲିସଚ କର୍ମୀଙ୍କୁ […] The post ୫୦ ବର୍ଷରୁ ଅଧିକ ବୟସର ପୋଲିସକର୍ମୀଙ୍କୁ ବାଧ୍ୟତାମୂଳକ ଅବସର appeared first on Odisha Bhaskar.

୫୦ ବର୍ଷରୁ ଅଧିକ ବୟସର ପୋଲିସକର୍ମୀଙ୍କୁ ବାଧ୍ୟତାମୂଳକ ଅବସର
ଲକ୍ଷ୍ନୌ,୧୨ ।୯: ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଡିଜିପି ହେଡକ୍ୱାର୍ଟରେ ଏଭଳି କୁଖ୍ୟାତ ପୋଲିସର ତାଲିକା ପଠାଇବାକୁ ସମସ୍ତ ପୋଲିସ ୟୁନିଟ୍, ଆଇଜି ରେଞ୍ଜ ଓ ଏଡିଜିଙ୍କୁ ଚିଠି ଲେଖିଛନ୍ତି । ୩୧ ମାର୍ଚ୍ଚ ୨୦୨୦କୁ ୫୦ ବର୍ଷ ବୟସ ହୋଇସାରିଥିବା ପୋଲିସ କର୍ମଚାରୀଙ୍କ ସ୍କ୍ରିିନିଂ ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । କନେଷ୍ଟବଳଠାରୁ ଆରମ୍ଭ କରି ଇନ୍ସପେକ୍ଟର ପର୍ଯ୍ୟନ୍ତ, ପୋଲିସଚ କର୍ମୀଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ସ୍କିଂନିଂ କରାଯିବ । ଏହା ସହ ୩୧ ମାର୍ଚ୍ଚ ୨୦୨୦କୁ ଯେଉଁ ପୋଲିସ କର୍ମୀଙ୍କୁ ୫୦ ବର୍ଷ ବୟସ ପୂରି ସାରିଛି, ସେମାନଙ୍କୁ ଛଟେଇ କରାଯିବ । The post ୫୦ ବର୍ଷରୁ ଅଧିକ ବୟସର ପୋଲିସକର୍ମୀଙ୍କୁ ବାଧ୍ୟତାମୂଳକ ଅବସର appeared first on Odisha Bhaskar.