ମନ୍ଦିର ଖୋଲିବା ମାମଲା: ନଭେମ୍ବରରେ ପୁଣି ଶୁଣାଣି
ଭୁବନେଶ୍ୱର,୧୪ ।୧୦(ଓଡିଶା ଭାସ୍କର): କରୋନା ପାଇଁ ବନ୍ଦ ହୋଇଥିବା ଭାରତ ଧିରେ ଧିରେ ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ମନ୍ଦିର ଖୋଲିବା ନେଇ ଦାବି ଜୋର ଧରିଛି । ଆଜି ହାଇକୋର୍ଟରେ ମନ୍ଦିର ଖୋଲିବା ପ୍ରସଙ୍ଗରେ ପୁଣି ପକ୍ଷ ରଖିଲେ ରାଜ୍ୟ ସରକାର । ବଢୁଥିବା କୋଭିଡ ସଂକ୍ରମଣ ଯୋଗୁଁ ଏବେ ମନ୍ଦିର ଖୋଲିବା ସମ୍ଭବପର ନୁହେଁ । ଆସନ୍ତା ମାସ ପ୍ରଥମ ସପ୍ତାହରେ ଏହି ମାମଲାର ଶୁଣାଣି ହେବ ।
The post ମନ୍ଦିର ଖୋଲିବା ମାମଲା: ନଭେମ୍ବରରେ ପୁଣି ଶୁଣାଣି appeared first on Odisha Bhaskar.