ହାତୀ ଅଣ୍ଡର ପାସ ବନ୍ଦ ପାଇଁ ବିଧାୟୀକା ଙ୍କ ଦାବି
ଢେଙ୍କାନାଳ ବନଖଣ୍ଡ ଓଡାପଡା ବ୍ଲକ ଗୁଣୁଦେଇ ଗ୍ରାମ ନିକଟସ୍ଥ ୫୫ ନମ୍ବର ଜାତୀୟ ରାଜପଥରେ ନିର୍ମାଣଧୀନ ହାତୀ ଅଣ୍ଡର ପାସକୁ ହିନ୍ଦୋଳ ବିଧାୟୀକା ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କରାଯାଉ କିନ୍ତୁ ହାତୀ ଚଲାପଥ ନିର୍ମାଣ କରା ନଯାଉ ବୋଲି ବିଧାୟୀକା ଜଣାଇଛନ୍ତି । ଜନ ସାଧାରଣଙ୍କର ଧନ ଜୀବନ,ଜୀବିକାର ସୁରକ୍ଷାକୁ ଦୃଷ୍ଟି ଦେଇ ୨୦୨୦ ମସିହାରୁ ଗ୍ରାମବାସୀ […] The post ହାତୀ ଅଣ୍ଡର ପାସ ବନ୍ଦ ପାଇଁ ବିଧାୟୀକା ଙ୍କ ଦାବି appeared first on Dreams Rider

ଢେଙ୍କାନାଳ ବନଖଣ୍ଡ ଓଡାପଡା ବ୍ଲକ ଗୁଣୁଦେଇ ଗ୍ରାମ ନିକଟସ୍ଥ ୫୫ ନମ୍ବର ଜାତୀୟ ରାଜପଥରେ ନିର୍ମାଣଧୀନ ହାତୀ ଅଣ୍ଡର ପାସକୁ ହିନ୍ଦୋଳ ବିଧାୟୀକା ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କରାଯାଉ କିନ୍ତୁ ହାତୀ ଚଲାପଥ ନିର୍ମାଣ କରା ନଯାଉ ବୋଲି ବିଧାୟୀକା ଜଣାଇଛନ୍ତି । ଜନ ସାଧାରଣଙ୍କର ଧନ ଜୀବନ,ଜୀବିକାର ସୁରକ୍ଷାକୁ ଦୃଷ୍ଟି ଦେଇ ୨୦୨୦ ମସିହାରୁ ଗ୍ରାମବାସୀ ମାନେ ସରକାରଙ୍କ ନିକଟରେଦାବି କରି ଆସୁଛନ୍ତି । ଗୁଣୁଦେଇ ପଞ୍ଚାୟତର ମାତ୍ର ୪ କିଲୋମିଟର ମଧ୍ୟରେ ପସାସିଂହ ଏବଂ ପୋଡାପୋଡା ନିକଟରେ ୨ଟି ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ହୋଇଗଲାଣି । ୫୦ ରୁ ଅଧିକ ଭୂମିହୀନ ଲୋକଙ୍କୁ ସରକାର ଚିହ୍ନଟ କରି ବସବାସର ଗୃହ ନିର୍ମାଣ ନିମନ୍ତେ ଜମି ପଟ୍ଟା ପ୍ରଦାନ କରାଯାଇଛି । ଗୁଣୁଦେଇ ସୁଡ଼ଙ୍ଗକୁୂ ଜନସାଧାରଣ ଙ୍କର ଇଛା ନଥିବା ବେଳେ ଏହାର ନିର୍ମାଣରୁ ନିବୃତ ରହିବ।କୁ ବିଧାୟୀକା ନିବେଦନ କରିଛନ୍ତି।୨୦୧୭ ମସିହାରେ ବନବିଭାଗ ଦ୍ୱାରା କରାଯାଇଥିବା । ଜିପିଏସ ଟ୍ରାକିଂ ରିପୋର୍ଟକୁ ୨୦୨୩-୨୪ରେ କରାଯିବାକୁ ଦାବି କରିଛନ୍ତି । The post ହାତୀ ଅଣ୍ଡର ପାସ ବନ୍ଦ ପାଇଁ ବିଧାୟୀକା ଙ୍କ ଦାବି appeared first on Dreams Rider