ଖୋଲାଗଲା ମା’ ହିଙ୍ଗୁଳାଙ୍କ ହୁଣ୍ଡି: ବାହାରିଲା ଦଶ ଲକ୍ଷ ବାଇଶି ହଜାର ଏକ ଶହ ଚାରି ଟଙ୍କା

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକୁ ସୋମବାର ଦିନ ଖୋଲା ଯାଇଛି। ହୁଣ୍ଡିରୁ ମୋଟ୍ ଦଶ ଲକ୍ଷ ବାଇଶି ହଜାର ଏକ ଶହ ଚାରି ଟଙ୍କା (୧୦, ୨୨,୧୦୪ ଟଙ୍କା) ସଂଗୃହୀତ ହୋଇଛି। ହୁଣ୍ଡି ଗଣନା ବେଳେ ସହକାରୀ ଜିଲ୍ଲାପାଳ ନାରାୟଣ ସେଠି, ଟ୍ରଷ୍ଟ ସଦସ୍ୟ ଜଗନ ମୋହନ ଗଡ଼ନାୟକ, ମୂରଲୀଧର ସାହୁ, ରାଜେନ୍ଦ୍ର ସିଂ, ସନ୍ତୋଷ କୁମାର ପ୍ରଧାନ, ସଞ୍ଜୟ କୁମାର ସାହୁ, ଗଗନ ବିହାରୀ […]

ଖୋଲାଗଲା ମା’ ହିଙ୍ଗୁଳାଙ୍କ ହୁଣ୍ଡି: ବାହାରିଲା ଦଶ ଲକ୍ଷ ବାଇଶି ହଜାର ଏକ ଶହ ଚାରି ଟଙ୍କା
ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକୁ ସୋମବାର ଦିନ ଖୋଲା ଯାଇଛି। ହୁଣ୍ଡିରୁ ମୋଟ୍ ଦଶ ଲକ୍ଷ ବାଇଶି ହଜାର ଏକ ଶହ ଚାରି ଟଙ୍କା (୧୦, ୨୨,୧୦୪ ଟଙ୍କା) ସଂଗୃହୀତ ହୋଇଛି। ହୁଣ୍ଡି ଗଣନା ବେଳେ ସହକାରୀ ଜିଲ୍ଲାପାଳ ନାରାୟଣ ସେଠି, ଟ୍ରଷ୍ଟ ସଦସ୍ୟ ଜଗନ ମୋହନ ଗଡ଼ନାୟକ, ମୂରଲୀଧର ସାହୁ, ରାଜେନ୍ଦ୍ର ସିଂ, ସନ୍ତୋଷ କୁମାର ପ୍ରଧାନ, ସଞ୍ଜୟ କୁମାର ସାହୁ, ଗଗନ ବିହାରୀ ସାହୁ, ବରିଷ୍ଠ ରାଜସ୍ଵ ସହାୟକ ଧୂଳେଶ୍ଵର ବେହେରା, ନିରାକାର ରାଉଳ, ଏସ. ଆଇ ପ୍ରଶାନ୍ତ କୁମାର ପ୍ରଧାନ, ଗୁଣନିଧି ବିଶ୍ବାଳ, ପଂଚାନନ ବେହେରା, ବିନୟ କୁମାର ମହାନ୍ତି, ପ୍ରଶାନ୍ତ ବେହେରା, ରଂଜିତ ବେହେରା, ଟିକନ ସାମଲ, ରଘୁନାଥ ବରିହା, ଦିଲ୍ଲୀପ ରାଜ ବାରିକ, ସୋମନାଥ ବେହେରା, ପ୍ରହଲ୍ଲାଦ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।