ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ୍ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ସୋମବାର କୁଶପଙ୍ଗି ଗାଁର ଖୁକେନ୍ଦ୍ର ସାମଲଙ୍କ ଘରୁ କିଛି ଗୃହ ନିର୍ମାଣ ସାମଗ୍ରୀ ଚୋରି ହୋଇଥିଲା। ଏ ନେଇ ଖୁକେନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ୍ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିଲା। ଏଥିରେ ପିଙ୍ଗୁଆ ଗାଁର ନୀଳମଣି ଭୂତିଆ ଓ ବାସୁଦେବ ବାଗଙ୍କୁ ଗିରଫକରି ସେମାନଙ୍କଠାରୁ ୧୧ଟି ସଟରିଂ […]

ଚୋରି ଅଭିଯୋଗରେ ୨ ଗିରଫ
ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ୍ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ସୋମବାର କୁଶପଙ୍ଗି ଗାଁର ଖୁକେନ୍ଦ୍ର ସାମଲଙ୍କ ଘରୁ କିଛି ଗୃହ ନିର୍ମାଣ ସାମଗ୍ରୀ ଚୋରି ହୋଇଥିଲା। ଏ ନେଇ ଖୁକେନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ୍ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିଲା। ଏଥିରେ ପିଙ୍ଗୁଆ ଗାଁର ନୀଳମଣି ଭୂତିଆ ଓ ବାସୁଦେବ ବାଗଙ୍କୁ ଗିରଫକରି ସେମାନଙ୍କଠାରୁ ୧୧ଟି ସଟରିଂ ‘ୟୁ’ ଜଗ୍ ଜବତ କରିଛି।