ପୃଥିବୀ ମୁହାଁ ଜଳନ୍ତା ଗ୍ରହ: ଘଣ୍ଟା ପ୍ରତି ୨୯ ହଜାର କିମି ବେଗରେ ଆସୁଛି ମାଡ଼ି

ଓ୍ବାଶିଂଟନ, ୩୧।୮: କ୍ଷୁଦ୍ରଗ୍ରହ ୨୦୧୧ ଇଏସ୍‌-୪ ପୃଥିବୀ ମୁହାଁ ହୋଇଛି। ଏହା ସେପ୍ଟେମ୍ବର ୧ରେ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟ ଦେଇ ନିଜ କକ୍ଷ ପକ୍ଷରେ ଗତି କରିବ। ଏହାର ଲମ୍ବ ୪୦ ମିଟର ଥିବାବେଳେ ପ୍ରସ୍ଥ ୨୦ ମିଟର ରହିଛି। ପୃଥିବୀଠାରୁ ଲକ୍ଷେ ୨୦ ହଜାର କିମି ଦୂରରେ ଏହା ଗତି କରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ତେବେ ଏହା ପୃଥିବୀ ସହିତ ଧକ୍କା ହେବାର ଆଶଙ୍କା ନାହିଁ। ଏହା ଘଣ୍ଟା ପ୍ରତି ୨୯ […] The post ପୃଥିବୀ ମୁହାଁ ଜଳନ୍ତା ଗ୍ରହ: ଘଣ୍ଟା ପ୍ରତି ୨୯ ହଜାର କିମି ବେଗରେ ଆସୁଛି ମାଡ଼ି appeared first on Dharitri Odia News.

ପୃଥିବୀ ମୁହାଁ ଜଳନ୍ତା ଗ୍ରହ: ଘଣ୍ଟା ପ୍ରତି ୨୯ ହଜାର କିମି ବେଗରେ ଆସୁଛି ମାଡ଼ି
ଓ୍ବାଶିଂଟନ, ୩୧।୮: କ୍ଷୁଦ୍ରଗ୍ରହ ୨୦୧୧ ଇଏସ୍‌-୪ ପୃଥିବୀ ମୁହାଁ ହୋଇଛି। ଏହା ସେପ୍ଟେମ୍ବର ୧ରେ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟ ଦେଇ ନିଜ କକ୍ଷ ପକ୍ଷରେ ଗତି କରିବ। ଏହାର ଲମ୍ବ ୪୦ ମିଟର ଥିବାବେଳେ ପ୍ରସ୍ଥ ୨୦ ମିଟର ରହିଛି। ପୃଥିବୀଠାରୁ ଲକ୍ଷେ ୨୦ ହଜାର କିମି ଦୂରରେ ଏହା ଗତି କରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ତେବେ ଏହା ପୃଥିବୀ ସହିତ ଧକ୍କା ହେବାର ଆଶଙ୍କା ନାହିଁ। ଏହା ଘଣ୍ଟା ପ୍ରତି ୨୯ ହଜାର ୩୭୬ କିମି ବେଗରେ ପୃଥିବୀ ମୁହାଁ ହେବାରେ ଲାଗିଛି। The post ପୃଥିବୀ ମୁହାଁ ଜଳନ୍ତା ଗ୍ରହ: ଘଣ୍ଟା ପ୍ରତି ୨୯ ହଜାର କିମି ବେଗରେ ଆସୁଛି ମାଡ଼ି appeared first on Dharitri Odia News.