ଦୁଇଗୋଟି ବାରହା ମୁଣ୍ଡ ଜବତ ଆସାମୀ ଗିରଫ,

ଦୁଇଗୋଟି ବାରହା ମୁଣ୍ଡ ଜବତ ଆସାମୀ ଗିରଫ, ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଷଡ଼ଙ୍ଗୀ ରେଞ୍ଜ ଅଧିନସ୍ଥ ଷଡ଼ଙ୍ଗୀ ଗ୍ରାମ ର ଗତକାଲି ସନ୍ଧ୍ୟାରେ ବନବିଭାଗ ଜଣେ ଶିକାରୀ ଘରୁ 2ଟି ବାରହା ମୁଣ୍ଡ ଜବତ କରି ତାକୁ ଗିରଫ କରିଛି, ଘଟଣା ରୁ ଜଣାଯାଏ ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଷଡ଼ଙ୍ଗୀ ଗ୍ରାମର ସବରସାହି ର ସୁରେଶ ରାଉତ 45ବର୍ଷ ଦ୍ରିଘ ଦିନ ଧରି ନିଜର ଘରେ ବେଆଇନି ଭାବରେ ଦୁଇଗୋଟି ବାରlହା ମୁଣ୍ଡ ନିଜର ଘରେ ରଖିଥିବାର ଖବର ପାଇ ଷଡ଼ଙ୍ଗୀ ରେଞ୍ଜ ଅଧିକାରୀ ଚନ୍ଦ୍ର ମଣି ବେହେରା ଓ ବନପାଳ ଚିନ୍ମୟ ସାହୁ ଙ୍କ ସମେତ ଅନ୍ୟ ବନ କର୍ମଚାରୀ ମାନେ ମିଳିତ ଭାବରେ ତାର ଘରକୁ ଖାନ ତଲାସୀ କରିବା ସମୟରେ ସେଠାରୁ ଦୁଇ ଗୋଟି ବାରlହା ମୁଣ୍ଡ ମିଳିଥିଲା ଉକ୍ତ ମୁଣ୍ଡ କୁ ଜବତ କରିବା ସହ ଘଟଣା ସ୍ଥଳରେ ଆସାମୀ କୁ ଗିରଫ କରି କେଶ ନମ୍ବର 2ରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି, ଢେଙ୍କାନାଳ ଗଂଦିଆ ରୁ ତାପସଦାସ ଙ୍କ ରିପୋର୍ଟ,

ଦୁଇଗୋଟି ବାରହା ମୁଣ୍ଡ ଜବତ ଆସାମୀ ଗିରଫ,