Last seen: 7 hours ago
ଅନୁଗୁଳ: ଛେଣ୍ଡିପଦା ଥାନା ଅନ୍ତର୍ଗତ ବ୍ରାହ୍ମଣବିଲ ଗାଁ ନିକଟରେ ଗଛରେ ପିଟି ହୋଇ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ଜଣେ ବାଇକ ଆରୋହୀଙ୍କୁ ବିଜେପି...
ଅନୁଗୁଳ: ସ୍ଥାନୀୟ ବଲାସିଂହା ଗାଁରେ ମଙ୍ଗଳବାର ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗାଁର ଦୁଆରି ଗୁରୁ (୬୦)। ସୂଚନା ମୁତାବକ, ଦୁଆରି ଗାଈ...
ଅନୁଗୁଳ: ମଙ୍ଗଳବାର ଅନୁଗୁଳର ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଏବଂ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ଏକ ବହୁମୁଖୀ ବୁଝାମଣା...
ଅନୁଗୁଳ: ସ୍ଥାନୀୟ ଅଙ୍ଗାରବନ୍ଧ ଅଲେଖ ମହିମା ଧାମରେ ନବାନ୍ନ ଭକ୍ଷଣ ଉତ୍ସବ ପାଳିତ ହୋଇଛି। ଚଳିତ ବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ବ୍ରହ୍ମ...
ଅନୁଗୁଳ: ସ୍ଥାନୀୟ ବଲାସିଂହା ଗ୍ରାମରେ ଗତକାଲି ବଜ୍ରାଘାତରେ ମୃତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ସେବା ନ ମିଳିବାରୁ ବାଇକରେ ବୁହା ହେଇ ଆସିବା ଘଟଣାରେ ରାଜନୀତି...
ଅନୁଗୁଳ: ଦାମ୍ପତ୍ୟ ସମସ୍ୟାକୁ କେନ୍ଦ୍ର କରି ଅନୁଗୁଳର ପ୍ରତିଷ୍ଠିତ ମଦ ବ୍ୟବସାୟୀ ବିକ୍ରମ ସାହୁ ଓ ତାଙ୍କ ପୁତୁରାଙ୍କ ମଧ୍ୟରେ ମାଡ ପିଟ୍ ମାମଲା ଏବେ ଅନୁଗୁଳ...
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଦେବଗଡ଼ ଛକ ନିକଟରେ ଏକ ବାଇକ ସହିତ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଗୁରୁତର ହୋଇଛନ୍ତି।...
ଅନୁଗୁଳ: ଟିଉସନ୍ ରୁ ଫେରୁଥିବା ଝିଅ ପିଲାଙ୍କୁ କମେଣ୍ଟ ମାରିବା ସହ ଟେକା ଫିଙ୍ଗୁଥିବା କିଛି ଯୁବକଙ୍କ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଥାନାରେ ଅଭିଯୋଗ ହୋଇଛି।...
ଅନୁଗୁଳ: ଆଜି ଅନୁଗୁଳ ଅବକାରୀ ବିଭାଗ ଅଧିକାରୀ ଜଣେ ବ୍ରାଉନ ସୁଗାର ବେପାରୀକୁ ଗିରଫ କରିବା ସହ ତା’ଠାରୁ ୧୧୦ ଗ୍ରାମ ଧଳା ଜହର ଜବତ କରିଛନ୍ତି। ସୂଚନା ମୁତାବକ,...
ଅନୁଗୁଳ: ଅନୁଗୁଳ ଜିଲ୍ଲା ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ୧୭ କିଲୋମିଟର ରାସ୍ତା ମରାମତି କାମ ଚାଲିଛି। ଏଣୁ ଏହି ମରାମତି କାର୍ଯ୍ୟ...
ଅନୁଗୁଳ: ସ୍ଥାନୀୟ ହଣ୍ଡାପା ଥାନା ଅଞ୍ଚଳରେ ଆଜି ବଇଣ୍ଡା ଏବଂ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି। ଏଥିରେ...
ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ମିଶନ ଇନ୍ଦ୍ରଧନୁଷ୍ ୫.୦(ଟୀକାକରଣ)ର ଉଦଘାଟନୀ ସମାରୋହ ହୁଲୁରସିଂହା ନେତାଜୀ କ୍ଲବଠାରେ ଅନୁଷ୍ଠିତ...
ଅନୁଗୁଳ: ପଶ୍ଚିମ ଓଡ଼ିଶାରେ ଆତଙ୍କ ସୃଷ୍ଟି କରୁଥିବା ସ୍କ୍ରବ୍ ଟାଇଫସ ରୋଗରେ ୧୩ ଜଣ ଆକ୍ରାନ୍ତ ହେବା ପରେ ଏହା ସାଧାରଣରେ ଆତଙ୍କ ସୃଷ୍ଟି କରିଛି। ଜ୍ଵର,ମୁଣ୍ଡ...
ଅନୁଗୁଳ: କୁମଣ୍ଡ ଜରସିଂହା ଉଚ୍ଚ ବିଦୟାଳୟ ଠାରେ ଜିଲ୍ଲା ସ୍ତରୀୟ ସ୍କୁଲ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ...
ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ...
ପୁରୀ/ଅନୁଗୁଳ: ଦ୍ଵିତୀୟ ଥର ପାଇଁ ଓଡ଼ିଶାରୁ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ତାଳଚେର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ କରାଯାଇଛି।...