ଭିନୁ ମଙ୍କଡ ଟ୍ରଫି ପାଇଁ ଅନୁଗୁଳର ୪ ଖେଳାଳୀ ସ୍ଥାନ ପାଇଲେ

ଅନୁଗୁଳ: ଜୟପୁର ଠାରେ ଆସନ୍ତା ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବାକୁ ଥିବା ୧୯ ବର୍ଷରୁ କମ ଭୀନୁ ମଙ୍କଡ ଟ୍ରଫି ପାଇଁ ଓଡ଼ିଶା ପକ୍ଷରୁ ଟିମ୍ ଚୟନ ସରି ଯାଇଛି। ଏହି ଟିମ୍ ରେ ଅନୁଗୁଳ ଜିଲ୍ଲାର ୪ ଜଣ ପ୍ରତିଭା ସମ୍ପନ୍ନ ଖେଳାଳୀ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶ୍ରେୟଂଶ ଭରଦ୍ୱାଜ,ପାନକଲ ଶଶାଙ୍କ,ପାନକଲ୍ ମୋକ୍ଷିତ ଓ ରୋହିତ କୁମାର ପ୍ରଧାନ। ଏଥିନେଇ ଓସିଏର ସିିଇଓ ସୁବ୍ରତ କୁମାର ବେହେରା ଚିଠି ଯୋଗେ ଜଣାଇଛନ୍ତି।ଏଥିନେଇ ରାଜ୍ୟ […]

ଭିନୁ ମଙ୍କଡ ଟ୍ରଫି ପାଇଁ ଅନୁଗୁଳର ୪ ଖେଳାଳୀ ସ୍ଥାନ ପାଇଲେ
ଅନୁଗୁଳ: ଜୟପୁର ଠାରେ ଆସନ୍ତା ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବାକୁ ଥିବା ୧୯ ବର୍ଷରୁ କମ ଭୀନୁ ମଙ୍କଡ ଟ୍ରଫି ପାଇଁ ଓଡ଼ିଶା ପକ୍ଷରୁ ଟିମ୍ ଚୟନ ସରି ଯାଇଛି। ଏହି ଟିମ୍ ରେ ଅନୁଗୁଳ ଜିଲ୍ଲାର ୪ ଜଣ ପ୍ରତିଭା ସମ୍ପନ୍ନ ଖେଳାଳୀ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶ୍ରେୟଂଶ ଭରଦ୍ୱାଜ,ପାନକଲ ଶଶାଙ୍କ,ପାନକଲ୍ ମୋକ୍ଷିତ ଓ ରୋହିତ କୁମାର ପ୍ରଧାନ। ଏଥିନେଇ ଓସିଏର ସିିଇଓ ସୁବ୍ରତ କୁମାର ବେହେରା ଚିଠି ଯୋଗେ ଜଣାଇଛନ୍ତି।ଏଥିନେଇ ରାଜ୍ୟ କ୍ରିକେଟ ଆସୋସିଏସନ୍ ଆପେକସ୍ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ,ଅନୁଗୁଳ କ୍ରିକେଟ ଆସୋସିଏସନ୍ ଉପସଭାପତି ପ୍ରଭାତ କୁମାର ସିହ୍ନା ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।