କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ନାଲକୋ ଏଲ.ଏ.ପି/ଆଇ.ଟି.ଆଇ.୧୯୮ ସଦସ୍ୟ

ଅନୁଗୁଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନାଲକୋ ଏଲ.ଏ.ପି./ଆଇ.ଟି.ଆଇ ୧୯୮ପକ୍ଷରୁ ସୌଜନ୍ୟ ମୂଳକ ସାକ୍ଷାତ ସହିତ ପୁଷ୍ପ ଗୁଚ୍ଛ ଓ ଉତ୍ତରୀ ଦେଇ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରେ ନାଲକୋ ସ୍ପୋନସର୍ଡ ଆଇ.ଟି.ଆଇ (ଏଲ.ଏ.ପି) କ୍ଷତିଗ୍ରସ୍ତ ପ୍ରଜାସଙ୍ଘର ଏକ ୧୨ଜଣିଆ ପ୍ରତିନିଧି ମଣ୍ଡଳୀ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ଓ ଆଲୋଚନା କରିଥିଲେ । ସଭାପତି ଦିବ୍ୟ ରଂଜନ ଦାସ,ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସାମଲ , କାର୍ଯ୍ୟକାରୀ ସଭାପତି ସୋଭାଗ୍ୟ ସାହୁ, ଉପସଭାପତି ଯୋଗେଶ […]

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ନାଲକୋ ଏଲ.ଏ.ପି/ଆଇ.ଟି.ଆଇ.୧୯୮ ସଦସ୍ୟ
ଅନୁଗୁଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନାଲକୋ ଏଲ.ଏ.ପି./ଆଇ.ଟି.ଆଇ ୧୯୮ପକ୍ଷରୁ ସୌଜନ୍ୟ ମୂଳକ ସାକ୍ଷାତ ସହିତ ପୁଷ୍ପ ଗୁଚ୍ଛ ଓ ଉତ୍ତରୀ ଦେଇ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରେ ନାଲକୋ ସ୍ପୋନସର୍ଡ ଆଇ.ଟି.ଆଇ (ଏଲ.ଏ.ପି) କ୍ଷତିଗ୍ରସ୍ତ ପ୍ରଜାସଙ୍ଘର ଏକ ୧୨ଜଣିଆ ପ୍ରତିନିଧି ମଣ୍ଡଳୀ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ଓ ଆଲୋଚନା କରିଥିଲେ । ସଭାପତି ଦିବ୍ୟ ରଂଜନ ଦାସ,ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସାମଲ , କାର୍ଯ୍ୟକାରୀ ସଭାପତି ସୋଭାଗ୍ୟ ସାହୁ, ଉପସଭାପତି ଯୋଗେଶ ସାମଲ ,ସମ୍ପାଦକ ପାଣ୍ଡବ ସାହୁ ,ସମ୍ପାଦକ ମିଳନ ପ୍ରଧାନ, ପ୍ରଶାନ୍ତ ବେହେରା,ଜ୍ୟୋତି ଶଙ୍କର ବେହେରା, ସୁଶାନ୍ତ ବିଶ୍ୱାଳ,ସନ୍ତୋଷ ବେହେରା ଓ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ସାକ୍ଷାତ ସମୟରେ ନାଲକୋ ସ୍ପୋନସର୍ଡ ଆଇ.ଟି.ଆଇ (ଏଲ.ଏ.ପି) ୧୯୮କ୍ଷତିଗ୍ରସ୍ତ ପ୍ରଜା କିପରି ନାଲକୋ କାରଖାନାରେ ସ୍ଥାୟୀ ନିଯୁକ୍ତି ସୁଯୋଗ ପାଇବେ ମାନ୍ୟବର ମନ୍ତ୍ରୀଙ୍କୁ ସଙ୍ଘ ପ୍ରତିନିଧି ମଣ୍ଡଳୀ ଅବଗତ କରିଇ ଥିଲେ ।