କଣିହାଁରୁ ଚୋରା ଶାଳ କାଠ ଜବତ
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ରେଞ୍ଜର ଛେଳିଆ କାଳୀ ମନ୍ଦିର ନିକଟରୁ ଜଙ୍ଗଲ ବିଭାଗର ଅଧିକାରୀ ମାନେ ଆଜି କଟା ହୋଇ ପଡିଥିବା ଚୋରା ଶାଳ ପଟା ଜବତ କରିଥିଲେ। କାଠ ପଟାର ପରିମାଣ ୨.୪୭ ଶିଏଫଟି। ଏଠି ସହିତ ଘଟଣା ସ୍ଥଳରୁ ଏକ ମୋଟର ସାଇକଲ ଓଆର୍ -୧୯- ଏ -୮୨୭୪ ଜବତ କରାଯାଇଥିବା ବେଳେ ବଡହାର ଗାଁର ଜଣକୁ ଗିରଫ କରାଯାଇଛି। ଚଢ଼ାଉରେ ଯୋଲି ଦେହୁରୀ, ଫରେଷ୍ଟର,ଦୀପକ ସାହୁ ଫରେଷ୍ଟ ଗାର୍ଡ,ରଞ୍ଜନ ପ୍ରଧାନ ପାରା […]
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ରେଞ୍ଜର ଛେଳିଆ କାଳୀ ମନ୍ଦିର ନିକଟରୁ ଜଙ୍ଗଲ ବିଭାଗର ଅଧିକାରୀ ମାନେ ଆଜି କଟା ହୋଇ ପଡିଥିବା ଚୋରା ଶାଳ ପଟା ଜବତ କରିଥିଲେ।
କାଠ ପଟାର ପରିମାଣ ୨.୪୭ ଶିଏଫଟି। ଏଠି ସହିତ ଘଟଣା ସ୍ଥଳରୁ ଏକ ମୋଟର ସାଇକଲ ଓଆର୍ -୧୯- ଏ -୮୨୭୪ ଜବତ କରାଯାଇଥିବା ବେଳେ ବଡହାର ଗାଁର ଜଣକୁ ଗିରଫ କରାଯାଇଛି। ଚଢ଼ାଉରେ ଯୋଲି ଦେହୁରୀ, ଫରେଷ୍ଟର,ଦୀପକ ସାହୁ ଫରେଷ୍ଟ ଗାର୍ଡ,ରଞ୍ଜନ ପ୍ରଧାନ ପାରା ଷ୍ଟାଫ ଏବଂ ହାତୀ ସ୍କ୍ୱାଡର ସଂସାର ସାହୁ ପ୍ରମୁଖ ସାମିଲ ହୋଇଥିଲେ।