ପାଳଲହଡ଼ା ଓକିଲ ସଂଘ ନିର୍ବାଚନ: ମନୋରଞ୍ଜନଙ୍କୁ ସଭାପତି ଏବଂ ରଶ୍ମିରଞ୍ଜନଙ୍କୁ ସମ୍ପାଦକ ଦାୟିତ୍ୱ
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଓକିଲ ସଂଘର ସାଧାରଣ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଛି। ସଭାପତି ଭାବେ ମନୋରଞ୍ଜନ ପାଳ ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ସରୋଜ କୁମାର ମହାନ୍ତି, ସମ୍ପାଦକ ଭାବେ ରଶ୍ମି ରଂଜନ ପଟ୍ଟନାୟକ ଓ ସହ ସମ୍ପାଦକ ପ୍ରଶାନ୍ତ କୁମାର ସାମଲ ନିର୍ବାଚିତ ହୋଇଛନ୍ତି। ଓକିଲ ସଂଘର ନିର୍ବାଚନ ଅଫିସର ଭାବେ ମାନସ ରଞ୍ଜନ ଭଞ୍ଜ ଦାୟିତ୍ଵ ତୁଲାଇଥିଲା ବେଳେ ସମସ୍ତ ପ୍ରାର୍ଥୀ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି।