୨୩ ବର୍ଷରୁ କମ ରାଜ୍ୟ କ୍ରିକେଟ ଦଳରେ ଅନୁଗୁଳର ୨ ଖେଳାଳୀ

ଅନୁଗୁଳ: ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୪-୨୫ ବର୍ଷ ପାଇଁ ୨୩ ବର୍ଷରୁ କମ କ୍ରିକେଟ ରାଜ୍ୟ ଟିମ୍ ପାଇଁ ୧୮ ଜଣିଆ ଦଳ ଆଜି ଘୋଷଣା କରିଚି।ଏଥିରେ ଅନୁଗୁଳର ଦୁଇଜଣ ଖେଳାଳୀ ସ୍ଥାନ ପାଇଛନ୍ତି। ସେମାନେ ହେଲେ ମିଲନ ସାମଲ ଏବଂ ଶଶାଙ୍କ ପାନିକଲ୍। ମିଳନ ସାମଲ ଜଣେ ବାମହାତି ଦୃତ ବୋଲର ହୋଇଥିବା ବେଳେ ଶଶାଙ୍କ ଜଣେ ଆଲରାଉଣ୍ଡର।ଦୁଇ ଖେଳାଳୀଙ୍କୁ ଅନୁଗୁଳ କ୍ରିକେଟ ସଂଘର ଉପ ସଭାପତି ପ୍ରଭାତ କୁମାର ସିହ୍ନା ଏବଂ ଅନ୍ୟ […]

୨୩ ବର୍ଷରୁ କମ ରାଜ୍ୟ କ୍ରିକେଟ ଦଳରେ ଅନୁଗୁଳର ୨ ଖେଳାଳୀ
ଅନୁଗୁଳ: ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୪-୨୫ ବର୍ଷ ପାଇଁ ୨୩ ବର୍ଷରୁ କମ କ୍ରିକେଟ ରାଜ୍ୟ ଟିମ୍ ପାଇଁ ୧୮ ଜଣିଆ ଦଳ ଆଜି ଘୋଷଣା କରିଚି।ଏଥିରେ ଅନୁଗୁଳର ଦୁଇଜଣ ଖେଳାଳୀ ସ୍ଥାନ ପାଇଛନ୍ତି। ସେମାନେ ହେଲେ ମିଲନ ସାମଲ ଏବଂ ଶଶାଙ୍କ ପାନିକଲ୍। ମିଳନ ସାମଲ ଜଣେ ବାମହାତି ଦୃତ ବୋଲର ହୋଇଥିବା ବେଳେ ଶଶାଙ୍କ ଜଣେ ଆଲରାଉଣ୍ଡର।ଦୁଇ ଖେଳାଳୀଙ୍କୁ ଅନୁଗୁଳ କ୍ରିକେଟ ସଂଘର ଉପ ସଭାପତି ପ୍ରଭାତ କୁମାର ସିହ୍ନା ଏବଂ ଅନ୍ୟ ସଦସ୍ୟ ମାନେ ଅଭିନନ୍ଦନ ଜଣାଇଛନ୍ତି ।