Breaking News

୩୨୭ ଉଠା ଦୋକାନୀଙ୍କୁ ମିଳିବ ବୀମା ସୁବିଧା

ଅନୁଗୁଳ: ପିଏମ୍‌ ସ୍ୱନିଧି ଯୋଜନାରେ ଅନୁଗୁଳ ମ୍ୟୁନିସିପାଲଟିର ୩୨୭ ଟି ପରିବାର ସଦସ୍ୟଙ୍କୁ ମିଳିବ ବୀମା ସୁବିଧା। ଉଠା ଦୋକାନୀଙ୍କୁ ସାମାଜିକ ସୁରକ୍ଷା ଦେବାପାଇଁ...

ମଝିକା କାଶୀ ବୈଦ୍ୟନାଥ ମନ୍ଦିରରେ ହର ପାର୍ବତୀଙ୍କ ନୂତନ ବିଗ୍ରହ...

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଜରାସିଂହା ନିକଟ ମଝିକା କାଶୀ ବୈଦ୍ୟନାଥ ମନ୍ଦିରରେ ନୂତନ ବିଗ୍ରହ ପ୍ରତିଷ୍ଠା ହୋଇଛି। ହର ପାର୍ବତୀଙ୍କ ନୂତନ ମୂର୍ତ୍ତି ମଥୁରାରୁ...

ଏନଟିପିସି ତାଳଚେର ଥର୍ମାଲ ପ୍ରକଳ୍ପର ନୂତନ ମୁଖ୍ୟ ଭାବରେ ଦାୟିତ୍ୱ...

ତାଳଚେର : ଏନଟିପିସି ତାଳଚେର ଥର୍ମାଲ ପ୍ରକଳ୍ପର ନୂତନ ମୁଖ୍ୟ ଭାବରେ ବିଜୟ ଚାନ୍ଦ ଜୁଲାଇ ୧୦ରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଣେ ମେକାନିକାଲ୍ ଇଞ୍ଜିନିୟରିଂ...

ଥର୍ମାଲ ନିକଟରେ ଟ୍ରକ୍ ଧକ୍କାରେ ୨ ବାଇକ ଆରୋହୀ ମୃତ

ଅନୁଗୁଳ: ଆଜି ଅପରାହ୍ନରେ ଥର୍ମାଲ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ନୁଆଁପଡା ଛକରେ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା...

ଭାରତ ବିକାଶ ପରିଷଦ ପକ୍ଷରୁ ସଂସ୍ଥାର ପ୍ରତିଷ୍ଠାତାଙ୍କ ୧୦୩ ତମ ଜୟନ୍ତୀରେ...

ଅନୁଗୁଳ: ଅନୁଗୁଳ ଭାରତ ବିକାଶ ପରିଷଦ ପକ୍ଷରୁ ସଂସ୍ଥାର ପ୍ରତିଷ୍ଠାତା ମହାସଚିବ ସ୍ୱପ୍ନଦର୍ଶୀ ସୁରଜ ପ୍ରକାଶଜୀଙ୍କ ୧୦୩ ତମ ଜୟନ୍ତୀ ପାଳିତ ହୋଇଛି। ଏ ଅବସରରେ...

ପାଳଲହଡ଼ା ବ୍ଲକରେ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ:...

ପାଳଲହଡ଼ା: ପାଳଲହଡ଼ା ବ୍ଲକ ପଞ୍ଚାୟତ ସମିତି ସଭା ଗୃହ ଠାରେ ବିଡିଓ ଦିଲ୍ଲୀପ କୁମାର ବାଡାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ...

ସଡକ ସୁରକ୍ଷା କମିଟି ବୈଠକ

ଅନୁଗୁଳ: ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ମହମ୍ମଦ ଅଦ୍ଦାଲ୍ ଅଖତରଙ୍କ ଅଧ୍ୟକ୍ଷତାରେ...

ବିଶ୍ୱ ଜନସଂଖ୍ୟା ଦିବସ ପାଳିତ, ଜୁଲାଇ ୨୪ ଯାଏଁ ଚାଲିବ ଜନସଂଖ୍ୟା...

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ବିଶ୍ବ ଜନସଂଖ୍ୟା ଦିବସ ପାଳିତ ହୋଇଛି। ଏ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ...

ପାକିସ୍ଥାନରୁ କଲ୍: ୭୦ହଜାର ଦେ’ ନ ହେଲେ ତୋ ଭଣଜା ଗିରଫ ହେବ

ଅନୁଗୁଳ: ଏବେ ଦିନକୁ ଦିନ ସାଇବର ଫ୍ରଡ ଦିନକୁ ଦିନ ବଢି ଚାଲିଛି। ଅନୁଗୁଳ ଗିତାଗ୍ରାମ ନିବାସୀ ଅରୁଣ କୁମାର ବରାଳ ଏଭଳି ଏକ ଫ୍ରଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।...

ଅନୁଗୁଳରେ ହେରା ପଞ୍ଚମୀ ପାଳିତ: ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିଲେ...

ଅନୁଗୁଳ: ଆଜି ଆଷାଢ଼ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଶୈଳଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ପାଳିତ ହୋଇଛି। ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ମା’ ଲକ୍ଷ୍ମୀଙ୍କୁ...

ଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ, ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡା ତୁରୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାକେଶ ଦେହୁରିଙ୍କୁ ବୁଧବାର ଦିନ ଅନ୍ୟତ୍ର ଅଚାନକ...

ଦାବି ଶୁଣିଲେ ନାଲକୋ ଅଧିକାରୀ: ଆଲୁମିନିୟମ ମଜଦୂର ସଙ୍ଘ ଦ୍ୱାରା...

ଅନୁଗୁଳ: ନାଲକୋ ପ୍ଲାଣ୍ଟର ଅଚଳାବସ୍ଥାକୁ ନେଇ ତିନିଦିନ ଧରି ଆଲୁମିନିୟମ ମଜଦୂର ସଙ୍ଘ ପକ୍ଷରୁ ଚାଲିଥିବା ଗଣଧାରଣା ପ୍ରତ୍ୟାହୃତ ହୋଇଛି। ମାନବ ସମ୍ବଳ ମହାପ୍ରବନ୍ଧକଙ୍କ...

ବଡ଼ଯୋରଡ଼ାରେ ପ୍ରଭୁ ବଜରଙ୍ଗବଲିଙ୍କ ୧୪ ତମ ବାର୍ଷିକ ଉତ୍ସବ ପାଳିତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ବଡ଼ଯୋରଡ଼ା ଗ୍ରାମର କଳିଙ୍ଗ କଲୋନୀ ସ୍ଥିତ ହନୁମାନ ବାଟିକା ଠାରେ ପ୍ରଭୁ ବଜରଙ୍ଗବଲିଙ୍କ ୧୪ ତମ ବାର୍ଷିକ...

ଶୌଚାଳୟରୁ ୯ ଫୁଟିଆ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଗ୍ରାମବାସୀ

ଅନୁଗୁଳ: ବଅଁରପାଳ ବ୍ଲକ ତଳମୂଳ ଶାସନର ନାଉପାଳ ଗାଁର ମୋହନ ଗୋଛାୟତଙ୍କ ଶୌଚାଳୟରୁ ଏକ ଅଜଗର ଉଦ୍ଧାର ହୋଇଛି। ଅଜଗରର ଲମ୍ବ ପାଖାପାଖି ୮-୯ ଫୁଟ ହେବ। ଖବର ପାଇ...

ଗୁଣ୍ଡିଚା ପହଣ୍ଡି ବେଳେ ଅଘଟଣ: ରଥରୁ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର

ପୁରୀ: ମହାପ୍ରଭୁ ବଡ଼ ଠାକୁର ବଡ଼ ବାଡ଼ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ। ଆଜି ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ରଥ ଉପରୁ ଖସିପଡ଼ିଛନ୍ତି ବଡ଼ ଦିଅଁ। ଠାକୁରଙ୍କ...

ଚକବନ୍ଦୀ ସମସ୍ୟା ନେଇ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କଲେ ସ୍ଥାନୀୟ ଲୋକ,...

ଅନୁଗୁଳ: ଚକବନ୍ଦୀ ସମସ୍ୟା ନେଇ ଆଜି ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ଭେଟିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଜନସାଧାରଣ କିଭଳି ଭାବରେ ଚକବନ୍ଦୀ ପାଇଁ ଅସୁବିଧାର...