ସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା ମହିନ୍ଦ୍ରା VEERO, ଜାଣନ୍ତୁ କ’ଣ ରହିଛି ଅତ୍ୟାଧୁନିକ ଫିଚର

ଅନୁଗୁଳ: ଅନୁଗୁଳସ୍ଥିତ ମହିନ୍ଦ୍ରା ଏଣ୍ଡ ମହିଦ୍ରା Mahindra ର ଅଧିକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ବୁଧବାର ମହିନ୍ଦ୍ରାର ବହୁ ପ୍ରତୀକ୍ଷିତ ଗାଡି ମହିନ୍ଦ୍ରା VEERO ର ବଜାର ପ୍ରବେଶ ହୋଇଛି। ଲୋକାର୍ପଣ ଉତ୍ସବରେ ଅନୁଗୁଳ ଜିଲ୍ଲାର ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀ ଓ ଶହ ଶହ ଗ୍ରାହକ ଯୋଗଦାନ କରିଥିଲେ। Verro ଗାଡ଼ିରେ କ୍ୟାମେରା, ଏସି, ଟଚ ସ୍କ୍ରିନ ମ୍ୟୁଜିକ ସିଷ୍ଟମ ଏବଂ ଏଆର ବ୍ୟାଗ ଭଳି ଆଡ଼ଭାନ୍ସ ଫିଚର ରହିଛି।ଏହି ଗାଡ଼ି ଦୁଇଟି […]

ସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା ମହିନ୍ଦ୍ରା VEERO, ଜାଣନ୍ତୁ କ’ଣ ରହିଛି ଅତ୍ୟାଧୁନିକ ଫିଚର
ଅନୁଗୁଳ: ଅନୁଗୁଳସ୍ଥିତ ମହିନ୍ଦ୍ରା ଏଣ୍ଡ ମହିଦ୍ରା Mahindra ର ଅଧିକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ବୁଧବାର ମହିନ୍ଦ୍ରାର ବହୁ ପ୍ରତୀକ୍ଷିତ ଗାଡି ମହିନ୍ଦ୍ରା VEERO ର ବଜାର ପ୍ରବେଶ ହୋଇଛି। ଲୋକାର୍ପଣ ଉତ୍ସବରେ ଅନୁଗୁଳ ଜିଲ୍ଲାର ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀ ଓ ଶହ ଶହ ଗ୍ରାହକ ଯୋଗଦାନ କରିଥିଲେ। Verro ଗାଡ଼ିରେ କ୍ୟାମେରା, ଏସି, ଟଚ ସ୍କ୍ରିନ ମ୍ୟୁଜିକ ସିଷ୍ଟମ ଏବଂ ଏଆର ବ୍ୟାଗ ଭଳି ଆଡ଼ଭାନ୍ସ ଫିଚର ରହିଛି।ଏହି ଗାଡ଼ି ଦୁଇଟି ରଙ୍ଗରେ ଉପଲବ୍ଧ ଅଛି। ତେବେ ସିଦ୍ଧି ଲକ୍ଷ୍ମୀ ମୋଟର୍ସ ତରଫରୁ ଗ୍ରାହକଙ୍କ ପାଇଁ ସୁଲଭ ଫାଇନାନ୍ସ ଏବଂ ଏକ୍ସଚେଞ୍ଜ ସୁବିଧା ରହିଛି। ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡି ସହିତ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି ସିଦ୍ଧି ଲକ୍ଷ୍ମୀ ମୋଟର୍ସର ସ୍ୱତ୍ବାଧିକାରୀ କହିଛନ୍ତି। କାର୍ଯ୍ୟକ୍ରମରେ ସିଦ୍ଧି ଲକ୍ଷ୍ମୀ ମୋଟର୍ସର ସ୍ୱତ୍ବାଧିକାରୀ ରାଜ କୁମାର ଅଗ୍ରୱାଲଙ୍କ ସମେତ ସମସ୍ତ କର୍ମଚାରୀ, ଫାଇନାନ୍ସ ସଂସ୍ଥା ପ୍ରମୁଖଙ୍କ ସହ ଗ୍ରାହକ ଉପସ୍ଥିତ ଥିଲେ।