ବଡ଼ପଟୁଆର ରେ ଗଣ୍ଡଗାଁ ଦଣ୍ଡନୃତ୍ୟ ଦଳ କୁ ସ୍ୱାଗତ କଲେ କଳାକାର ମହାସଂଘ ର କର୍ମୀ

ବଡ଼ପଟୁଆର ରେ ଗଣ୍ଡଗାଁ ଦଣ୍ଡନୃତ୍ୟ ଦଳ କୁ ସ୍ୱାଗତ କଲେ କଳାକାର ମହାସଂଘ ର କର୍ମୀ .......................................... ଟିକାବାଲି -କନ୍ଧମାଳ ଜ଼ିଲ୍ଲା ଟିକାବାଲି ପଂଚାୟତ ତେଙ୍ଗାଡ଼lପଥର ଛକ ସ୍ଥିତ ରବୀନ୍ଦ୍ର ପ୍ରଧାନ ଙ୍କ ଦ୍ୱରା ବରଣୀ ଗଣ୍ଡଗାଁ ର ଦଣ୍ଡନୃତ୍ୟ ତେଙ୍ଗାଡ଼ା ପଥର ଛକପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ଗଣ୍ଡଗାଁ ଦଣ୍ଡନୃତ୍ୟ ପରିବେଷଣ ହେବା ନେଇ ଉକ୍ତ ଅଞ୍ଚଳ ର ଜନସାଧାରଣ ବେଶ ଉତ୍ସlହ ଥିବା ଜଣାପଡିଛି ଇତ୍ୟ ଅବସରରେ ଉକ୍ତ ଦଣ୍ଡ ନୃତ୍ୟ ଦଳ କୁ ବରଣୀ କାରୀ ରବୀନ୍ଦ୍ର ପ୍ରଧାନ ଏବଂ ପାରମ୍ପରିକ ଲୋକକଳାକାର ମହାସଂଘ, କନ୍ଧମାଳ, ଟିକାବାଲି କର୍ମୀ କ୍ରିଷ୍ଣା ଚନ୍ଦ୍ର ଡିଗାଳ ଙ୍କ ସମେତ ମା ରୁକୁମଣି କଳା ପରିଷଦ ସଭାନେତ୍ରୀ ଜିନିମା ମଳିକ,ବନଦେବୀ ଚାଙ୍ଗୁ ନୃତ୍ୟ ତେଙ୍ଗାଡ଼lପଥର ଦଳର ଗୁରୁ ଅପସରି ଦିଗାଳ, ଏବଂ ରୁବେନ ଦିଗାଳଏହିପରି ପ୍ରମୁଖ କଳାକାର ଉକ୍ତ ଦଣ୍ଡ ନୃତ୍ୟ ଦଳକୁ ଏକ ଭିର୍ଣ୍ଣ ଷ୍ଟାଇଲ ରେ ରାସ୍ତାରେ ବସ୍ତ୍ର ବିଛେଇ ବାଦ୍ୟର ତାଳେ ତାଳେ ଷ୍ଟେଜ କୁ ପଛେଟି ଆଣି ସ୍ୱାଗତ କରିଥିଲେ ଏବଂଏହିପରି ପ୍ରେକ୍ଷୀରେ ଡୁଳିଆଦ୍ୱୟ ରଞ୍ଜୁ ଦିଗାଳ ଓ ଅଙ୍ଗିରାଜ ଦିଗାଳ ବୀଣାକlର-ପଙ୍କଜ କହଁର,ପାଟଭୁକ୍ତା-ସୁବଳ ଦୀପ,ଅଧିକାରୀ-ଦଦିଭଞ୍ଜ ପ୍ରଧାନ, ଭଣ୍ଡାର ଘରିଆ-ଭଞ୍ଜ କହଁର,ଓ ଶିବ ନାୟକ ଙ୍କୁ ଉତ୍ତରୀୟ ଅର୍ପଣ କରି ସୁନ୍ଦର ନୃତ୍ୟ ପରିବେଷଣ ପାଇଁ ଉତ୍ସlହିତ କରିଥିବା ଦେଖିବାକୁ ମିଳିଛି ଏ ପରି ସୁନ୍ଦର କାର୍ଯ୍ୟ କରିଥିବାରୁ ଅଞ୍ଚଳ ବାସି କଳାକାର ମହାସଂଘ କୁ ସାଧୁବାଦ ଜଣେଇଥିବା ଜଣାଯାଇଅଛି

ବଡ଼ପଟୁଆର ରେ ଗଣ୍ଡଗାଁ ଦଣ୍ଡନୃତ୍ୟ ଦଳ କୁ ସ୍ୱାଗତ କଲେ କଳାକାର ମହାସଂଘ ର କର୍ମୀ