Breaking News

bg
ଭାରତ ବିକାଶ ପରିଷଦ ପକ୍ଷରୁ ଜଣା ଅଜଣା ଓ ସମୂହ ଗାନ ପ୍ରତିଯୋଗିତା

ଭାରତ ବିକାଶ ପରିଷଦ ପକ୍ଷରୁ ଜଣା ଅଜଣା ଓ ସମୂହ ଗାନ ପ୍ରତିଯୋଗିତା

ଅନୁଗୁଳ: ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ପକ୍ଷରୁ ଛାତ୍ରଛାତ୍ରୀଙ୍କ...

bg
ହାଇୱା ଧକ୍କାରେ ଗାଈ ମୃତ୍ୟୁ ଯୁବକ ଗୁରୁତର  ରାସ୍ତା ବରୋଧ କଲେ ଗ୍ରାମବାସୀ

ହାଇୱା ଧକ୍କାରେ ଗାଈ ମୃତ୍ୟୁ ଯୁବକ ଗୁରୁତର ରାସ୍ତା ବରୋଧ କଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ନିଶା ଥାନା ଅନ୍ତର୍ଗତ ପରଙ୍ଗ ଠାରେ ମଦ୍ୟପ ହାଇୱା ଚାଳକ ଧକ୍କା ଦେବାରୁ ଗୋଟିଏ...

bg
ଆଠମଲ୍ଲିକରେ ସରକାରୀ ଯୋଜନା ତ୍ୱରାନ୍ୱିତ କରିବା ପାଇଁ ବିଧାୟକଙ୍କ ସମୀକ୍ଷା ବୈଠକ, ଯୋଗଦେଲେ ସମସ୍ତ ବିଭାଗୀୟ ଅଧିକାରୀ

ଆଠମଲ୍ଲିକରେ ସରକାରୀ ଯୋଜନା ତ୍ୱରାନ୍ୱିତ କରିବା ପାଇଁ ବିଧାୟକଙ୍କ...

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ସରକାରୀ ଯୋଜନା ଓ କାର୍ଯ୍ଯକ୍ରମଗୁଡ଼ିକୁ...

bg
ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ବିଶାଳ ରକ୍ତ ଦାନ ଶିବିର

ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ବିଶାଳ ରକ୍ତ...

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର...

bg
ଜାମା ମସଜିଦ ଜାଗାକୁ ବେଆଇନ କିଣାବିକା କରିବା ଅଭିଯୋଗ, ଥାନାରେ ଏତଲା ଦେଲେ ମୁସଲିମ ସମ୍ପ୍ରଦାୟର ଲୋକ

ଜାମା ମସଜିଦ ଜାଗାକୁ ବେଆଇନ କିଣାବିକା କରିବା ଅଭିଯୋଗ, ଥାନାରେ ଏତଲା...

ଅନୁଗୁଳ: ଜାମା ମସଜିଦ ଲିଜ୍ ଜାଗାକୁ ବେଆଇନ କିଣାବିକା କରିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ...

bg
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ, ୨୧ ରୁ ନାଲ୍‌କୋରେ ଆୟୋଜିତ ହେବ ବିକାଶ ମେଳା

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି...

ଅନୁଗୁଳ: ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଅନୁଗୁଳରେ...

bg
ପୂର୍ଣ୍ଣିମାରେ ଭାସିଗଲେ ପୂର୍ଣ୍ଣିମା: ଗାଧୋଇବା ବେଳେ କେନାଲରେ ଭାସି ମହିଳା ନିଖୋଜ

ପୂର୍ଣ୍ଣିମାରେ ଭାସିଗଲେ ପୂର୍ଣ୍ଣିମା: ଗାଧୋଇବା ବେଳେ କେନାଲରେ ଭାସି...

ଅନୁଗୁଳ: ପୂର୍ଣ୍ଣିମାରେ ଭାସିଗଲେ ପୂର୍ଣ୍ଣିମା। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ...

bg
ମିଳିଲା ପୂର୍ଣ୍ଣିମାଙ୍କ ମୃତଦେହ: ଗାଧୋଇବା ବେଳେ କେନାଲରେ ଭାସିଯାଇଥିଲେ

ମିଳିଲା ପୂର୍ଣ୍ଣିମାଙ୍କ ମୃତଦେହ: ଗାଧୋଇବା ବେଳେ କେନାଲରେ ଭାସିଯାଇଥିଲେ

ଅନୁଗୁଳ: ଉଦ୍ଧାର ହେଲା କେନାଲରେ ଗାଧୋଇଲା ବେଳେ ଭାସିଯାଇ ନିଖୋଜ ଥିବା ମହିଳାଙ୍କ ମୃତଦେହ। ଅନୁଗୁଳ...

bg
ସାପ କାମୁଡ଼ାରେ ପରିବେକ୍ଷଣ ଛାତ୍ରାବାସର ଅନ୍ତେବାସୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ସାପ କାମୁଡ଼ାରେ ପରିବେକ୍ଷଣ ଛାତ୍ରାବାସର ଅନ୍ତେବାସୀ ଗୁରୁତର, ହସ୍ପିଟାଲରେ...

ଅନୁଗୁଳ: ଅନୁଗୁଳ ପରିବେକ୍ଷଣ ଛାତ୍ରାବାସର ଜଣେ ଅନ୍ତେବାସୀଙ୍କୁ ବୁଧବାର ସକାଳେ ସାପ କାମୁଡ଼ି ଦେଇଥିବା...

bg
ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହେବା ସହ ୫୦ ହଜାର ଟଙ୍କା ଜରିମାନା

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ...

ଅନୁଗୁଳ: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ତୁଳସୀପାଳ ଗାଁର...

bg
ଡେଙ୍ଗୁ ନିରାକରଣ ସହ ସହରର ରାସ୍ତା ମରାମତି ଦାବି: ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ

ଡେଙ୍ଗୁ ନିରାକରଣ ସହ ସହରର ରାସ୍ତା ମରାମତି ଦାବି: ଏସ୍.ୟୁ.ସି.ଆଇ...

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ କାୟା ମେଲାଇବାରେ ଲାଗିଛି ଡେଙ୍ଗୁ। ଏହାର ନିରାକରଣ ଓ ରୋଗୀଙ୍କୁ ମାଗଣାରେ...

bg
ଅନୁଗୁଳରେ ଆରମ୍ଭ ହେଲା ସୁଭଦ୍ରା ଯୋଜନା, ମହିଳାଙ୍କ ଆକାଉଣ୍ଟକୁ ଆସିଲା ୫ ହଜାର ଟଙ୍କା

ଅନୁଗୁଳରେ ଆରମ୍ଭ ହେଲା ସୁଭଦ୍ରା ଯୋଜନା, ମହିଳାଙ୍କ ଆକାଉଣ୍ଟକୁ ଆସିଲା...

ଅନୁଗୁଳ: ମହିଳାଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି...

bg
ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପାଳିତ

ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ...

ଅନୁଗୁଳ: ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆଜି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।...

bg
ବ୍ଲକ ସ୍ତରୀୟ କବାଡ଼ି ଓ ଖୋ ଖୋ ପ୍ରତିଯୋଗିତା

ବ୍ଲକ ସ୍ତରୀୟ କବାଡ଼ି ଓ ଖୋ ଖୋ ପ୍ରତିଯୋଗିତା

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ...

bg
ତାଳଚେରର ପ୍ରସିଦ୍ଧ ଗଣେଶଙ୍କ ଆଜ୍ଞା ମାଳ ଓ ବିରାଟକାୟ ଲଡ଼ୁ ନିଲାମ: ୧୯ ଲକ୍ଷ ୩୮ହଜାର ଟଙ୍କାରେ ନିଲାମ ନେଲେ ଟିଏସଏସ ଗ୍ରୁପ

ତାଳଚେରର ପ୍ରସିଦ୍ଧ ଗଣେଶଙ୍କ ଆଜ୍ଞା ମାଳ ଓ ବିରାଟକାୟ ଲଡ଼ୁ ନିଲାମ:...

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାରେ ଆଜ୍ଞା ମାଳ ଓ ବିରାଟକାୟ ଲଡ଼ୁ ନିଲାମ...

bg
ସ୍ୱଚ୍ଛତା ଦିବସ: ନିଜ କାର୍ଯ୍ୟାଳୟ ସମେତ ଉପଖଣ୍ଡସ୍ଥ ସମସ୍ତ କାର୍ଯ୍ୟାଳୟ ସଫା କଲେ ଉପଜିଲ୍ଲାପାଳ

ସ୍ୱଚ୍ଛତା ଦିବସ: ନିଜ କାର୍ଯ୍ୟାଳୟ ସମେତ ଉପଖଣ୍ଡସ୍ଥ ସମସ୍ତ କାର୍ଯ୍ୟାଳୟ...

ଅନୁଗୁଳ: ସ୍ୱଚ୍ଛତା ଦିବସ ଉପଲକ୍ଷେ ନୂତନ ଭାବେ ଦାୟିତ୍ୱ ନେଇଥିବା ଉପଜିଲ୍ଲାପାଳ ସମୀର କୁମାର ଜେନା...