ତୁବେ ଗାଁରୁ ୧୦ ସିଏଫ୍‌ଟି ଶାଗୁଆନ କାଠ ଜବତ

ଅନୁଗୁଳ: ଆଜି ଦିନ ୧୦ ଟା ସମୟରେ ଅନୁଗୁଳ ଡିଭିଜନର ମୋବାଇଲ ଷ୍ଟାଫ୍‌ ଏବଂ ଅନୁଗୁଳ ରେଞ୍ଜର ପୁରୁଣାଗଡ ସେକ୍ସନ ଷ୍ଟାଫ୍‌ ମିଳିତ ଭାବେ ଚଢ଼ାଉ କରି ତୁବେ ଗାଁ ଗୋଡ଼ିମରା ସାହିର ଏକ ବିଲରୁ ୬ ଖଣ୍ଡ ଚୋରା ଶାଗୁଆନ ଗଣ୍ଡି ଜବତ କରାଯାଇଥିଲା। ଜବତ କାଠ ପରିମାଣ ୯.୯୨୧ ସିଏଫ୍‌ଟି ବୋଲି ଜଣାପଡିଛି। ଜବତ କାଠକୁ ଅନୁଗୁଳ ଫରେଷ୍ଟ ରେଷ୍ଟ ହାଉସକୁ ପରବର୍ତ୍ତୀ ଅନୁସନ୍ଧାନ ପାଇଁ ପଠାଯାଇଛି।