ମଦ ପିଇ ବାଇକ ଚଳାଇବା ଅଭିଯୋଗରେ ଜଣେ ଗିରଫ, ବାଇକ୍ ଜବତ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପୋଲିସ ମଙ୍ଗଳବାର ଦିନ କଣ୍ଡାଳ ଅଞ୍ଚଳରୁ ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗରେ ହଣ୍ଡପା ଥାନା ଅଞ୍ଚଳର ବୁଦ୍ଧିଆ ପ୍ରଧାନଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ବାଇକକୁ ଜବତ କରିଛି । ଏ ନେଇ କେସ୍ ନଂ ୨୪୫ / ୨୪ ରେ ଏକ ମାମଲା ରୁଜୁ କରିଛି । ପୋଲିସ କହିଛି ଯେ ବୁଦ୍ଧିଆ ମଦ୍ୟପାନ କରି ବାଇକ ଚଲାଉଥିବା ବେଳେ ଗିରଫ କରିଥିଲା ।