Posts
ଅର୍ନ୍ତଜାତୀୟ ହ୍ଵିଲ ଚେୟାର ଦିବସ ଅନୁଷ୍ଠିତ
ମାଲକାନଗିରି, ୧/୩/୨୫: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କ...
ଟିକାବାଲି ଠାରେ ବ୍ଲକ ସ୍ତରୀୟ ଶିକ୍ଷଣ ପ୍ରସ୍ତୁତି କର୍ମଶାଳା ଉଦଯାପିତ
ଟିକାବାଲି ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକ ଙ୍କ ତତ୍ୱାବଧାନ...
ଟିକାବାଲି କଲେଜ ରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ
କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ,ସି, ଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବ...
ପଧାନପଡ଼ା ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ :
ଟିକାବାଲି ବ୍ଲକ କଟିମାହା ପଞ୍ଚାୟତ ଅନ୍ତର୍ଗତ ପଧାନପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ...
ନୂଆଗାଁ ବ୍ଲକ ପରିସରରେ ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ...
ନୂଆଗାଁ ୨୧/୦୨/୨୦୨୫ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ସଭା ଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ...
ପ୍ରଧାନ ଶିକ୍ଷକଙ୍କ 'ପ୍ରଗତି'ତାଲିମ୍ ଉଦ୍ ଯାପିତ
ପ୍ରଧାନ ଶିକ୍ଷକଙ୍କ 'ପ୍ରଗତି'ତାଲିମ୍ ଉଦ୍ ଯାପିତ ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,...
ଅନୁଗୁଳରେ ବୁଲୁଛି ମାଳମାଳ ଚୋରା ବନ୍ଧୁକ, କଥା କଥାକେ ଫୁଟୁଛି ଗୁଳି;...
ଅନୁଗୁଳ: ଅନୁଗୁଳରେ ବୁଲୁଛି ମାଳମାଳ ଚୋରା ବନ୍ଧୁକ, ମାଉଜର। କଥା କଥାକେ ଫୁଟୁଛି ଗୁଳି। ଛୋଟ ଛୋଟ...
ବନ୍ତଳାରେ ୨ ଜଣଙ୍କୁ ଗୁଳିମାଡ଼ ଘଟଣା: ଦେହରୁ ବାହାରିଲା ୫ଟି ଗୁଳି,...
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ସୋମବାର ହୋଇଥିବା ଗୁଳିକାଣ୍ଡର ତଦନ୍ତ କରି ଜଣକୁ...
ପୂର୍ବଶତ୍ରୁତାରୁ ଗୁଳିକାଣ୍ଡ: ୨ ଜଣ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ଅନୁଗୁଳ: ପୂର୍ବ ଶତ୍ରୁତାରୁ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତରେ ଗୁଳିକାଣ୍ଡ...
ଧକ୍କା ଦେଇ ସ୍କୁଟରକୁ ଘୋଷାଡ଼ି ନେଲା ହାଇୱା: ଦୁଇ ମୃତ, ଜଣେ ଗୁରୁତର
ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ମାର୍ଗ ପେଟ୍ରୋଲ ପମ୍ପ ନିକଟରେ ଏକ ସ୍କୁଟରକୁ ଘୋଷାଡ଼ି...
କନ୍ଧମାଳ : ଅବ୍ୟବସ୍ତା ଘେରରେ ରଣପାଟୁଳି ସରକାରୀ ଉଚ୍ଚ ମାଧ୍ୟମିକ...
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ନିକଟସ୍ତ ଦୁତିମେଣ୍ଡି ପଞ୍ଚାୟତ ରେ ଥିବା ରଣପାଟୁଳି ସରକାରୀ...
କନ୍ଧମାଳ : ଜିଲ୍ଲା ପ୍ରଶାସନ ଙ୍କ କାର୍ଯ୍ୟ ଅବହେଳା ଯୋଗୁଁ ଫୁଲବାଣୀ...
କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ର ଅନ୍ତଃ ବିଭାଗ ନମୁନା ସଂଘ୍ରହ କେନ୍ଦ୍ର ରେ ଥିବା...
କନ୍ଧମାଳ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀରେ କନ୍ୟା ଶିବିର...
କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ତାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ‘କନ୍ୟା ଭାରତୀ’ ତରଫରୁ...
ଷ୍ଟାଫ୍ ନର୍ସଙ୍କ ମାଡ଼ରେ ଆଟେଣ୍ଡାଣ୍ଟ ଲହୁଲୁହାଣ, ନ୍ୟାୟ ପାଇଁ ଗୁହାରି
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟାଫ୍ ନର୍ସଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି...
ଡେରିରେ ଅଫିସ ଆସିବାରୁ ୪ ମହିଳା କର୍ମଚାରୀଙ୍କ ଦରମା ବନ୍ଦ
ଅନୁଗୁଳ: ଆକ୍ସନ ମୋଡ଼ରେ ଥିବା ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ...
ପରକୀୟା ପ୍ରୀତି ସନ୍ଦେହ: ମଦ୍ୟପ ସ୍ଵାମୀର ଚାପୁଡ଼ାରେ ସ୍ତ୍ରୀ ମୃତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ପଞ୍ଚାୟତ ପାଟଣା ସାହିରେ ଏକ ଭଡ଼ା...