ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୩୦ ବଖରା ଘର, ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ
ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଲୁହାସିଙ୍ଗା ପଞ୍ଚାୟତ ତେନ୍ତୁଲି ପଦର ଗ୍ରାମରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ। ଆଜି ଅପରାହ୍ନ ପ୍ରାୟ ୪ ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ୯ ଟି ପରିବାର ସର୍ବସ୍ବାନ୍ତ ହୋଇଥିବାବେଳେ ୩୦ ବଖରା ଧ୍ଵଂସ ସ୍ତୁପରେ ପରିଣତ ହୋଇଛି। ଏହି ଅଗ୍ନିକାଣ୍ଡରେ ଆନୁମାନିକ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ଜଳିଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି। ପିନ୍ଧି ଥିବା ବସ୍ତ୍ର ବ୍ୟତୀତ ଜଳିଜାଇଥିବା ଆସବାବପତ୍ର ମଧ୍ୟରେ ଧାନ ଚାଉଳ ଖଦ୍ୟ ଶସ୍ୟ ,ବସ୍ତ୍ର ,ସୁନା ,ରୂପା , କଂସା ବାସନ, ସାଇକଲ ,ଖଟ ପଲଙ୍କ, ବିଭିନ୍ନ ସରକାରୀ ପ୍ରମାଣ ପତ୍ର ଅନ୍ତର୍ଭୁକ୍ତ ବୋଲି ଅଭିଯୋଗ ହୋଇଛି। The post ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୩୦ ବଖରା ଘର, ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ first appeared on Dreams Rider

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଲୁହାସିଙ୍ଗା ପଞ୍ଚାୟତ ତେନ୍ତୁଲି ପଦର ଗ୍ରାମରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ। ଆଜି ଅପରାହ୍ନ ପ୍ରାୟ ୪ ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ୯ ଟି ପରିବାର ସର୍ବସ୍ବାନ୍ତ ହୋଇଥିବାବେଳେ ୩୦ ବଖରା ଧ୍ଵଂସ ସ୍ତୁପରେ ପରିଣତ ହୋଇଛି। ଏହି ଅଗ୍ନିକାଣ୍ଡରେ ଆନୁମାନିକ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ଜଳିଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି। ପିନ୍ଧି ଥିବା ବସ୍ତ୍ର ବ୍ୟତୀତ ଜଳିଜାଇଥିବା ଆସବାବପତ୍ର ମଧ୍ୟରେ ଧାନ ଚାଉଳ ଖଦ୍ୟ ଶସ୍ୟ ,ବସ୍ତ୍ର ,ସୁନା ,ରୂପା , କଂସା ବାସନ, ସାଇକଲ ,ଖଟ ପଲଙ୍କ, ବିଭିନ୍ନ ସରକାରୀ ପ୍ରମାଣ ପତ୍ର ଅନ୍ତର୍ଭୁକ୍ତ ବୋଲି ଅଭିଯୋଗ ହୋଇଛି।The post ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୩୦ ବଖରା ଘର, ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ first appeared on Dreams Rider.